କନକ ବ୍ୟୁରୋ: ସେନାରେ ବଢିବ ନାରୀ ଶକ୍ତିର ଭୂମିକା । ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା । ମହିଳାଙ୍କୁ ସଶସ୍ତ୍ର ବଳଗୁଡ଼ିକରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ବିଚାର କରାଯାଥିବା ନେଇ ସୂଚନା ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବାଟାଲିଅନ୍କୁ ନିଯୁକ୍ତିକୁ ସୀମିତ ରଖାଯିବ । ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ବାଟାଲିୟନ ଗୁଡିକରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ମିଳିବ । ସଶସ୍ତ୍ର ବଳଗୁଡ଼ିକରେ ଅଧିକ ମହିଳାଙ୍କୁ ସାମିଲ କରିବା ଉପରେ ସରକାରଙ୍କ ଗୁରୁତ୍ୱ ।
୧୫୦ ବର୍ଷ ହୋଇଯିବ ମଣିଷ ଜୀବନ! ଚୀନ୍ ତିଆରି କରୁଛି ଔଷଧ
ସେନାରେ ବଢ଼ିବ ‘ନାରୀ ଶକ୍ତି’
ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା
ମହିଳାଙ୍କୁ ସଶସ୍ତ୍ର ବଳଗୁଡ଼ିକରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ନିଯୁକ୍ତି ପାଇଁ ବିଚାର
ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବାଟାଲିଅନ୍କୁ ନିଯୁକ୍ତିକୁ ସୀମିତ ରଖାଯିବ
ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ବାଟାଲିୟନ ଗୁଡିକରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ମିଳିବ
ସଶସ୍ତ୍ର ବଳଗୁଡ଼ିକରେ ଅଧିକ ମହିଳାଙ୍କୁ ସାମିଲ କରିବା ଉପରେ ସରକାରଙ୍କ ଗୁରୁତ୍ୱ
ସେନାରେ ମହିଳାମାନଙ୍କ ପାଇଁ ଧୀରେ ଧୀରେ ଅଧିକ ସୁଯୋଗ ମିଳିବ
ଅଗଷ୍ଟ ୧୮, ୧୯୪୮ରେ ଟେରିଟୋରିଆଲ୍ ଆର୍ମି ଆଇନ୍ ପ୍ରଣୟନ ସହିତ ଅସ୍ତିତ୍ୱକୁ ଆସିଥିଲା
ଗଭର୍ଣ୍ଣର ଜେନେରାଲ୍ ସି ରାଜଗୋପାଳାଚାରୀ ଅକ୍ଟୋବର ୯, ୧୯୪୯ରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ
ମହିଳାମାନେ ଭାରତୀୟ ସେନାରେ ୧୦ଟି ବିଭାଗ କାର୍ଯ୍ୟ କରୁଛନ୍ତି
ପ୍ରାୟ ୫୦ ହଜାର ମହିଳା ଏବେ ସେନାରେ ନିଯୁକ୍ତ ଅଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/17/2-2025-11-17-07-54-27.jpg)