ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି । ଭାରତ ଉପରେ ଅଧିକ ଟାରିଫ ଲଗାଇବାକୁ ଚାପ ପକାଉଛନ୍ତି, ମୋଦୀଙ୍କୁ ଭଲ ବନ୍ଧୁ କହି ଗେମ୍ ଖେଳୁଛନ୍ତି

Advertisment

ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘକୁ ଭାରତ ଉପରେ ଶତ ପ୍ରତିଶତ ଟାରିଫ ଲଗାଇବାକୁ କହିଛନ୍ତି । ଋଷିଆ ଠାରୁ ତେଲ କିଣୁଥିବାରୁ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ୟୁରୋପୀୟ ସଂଘକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

Updated On

ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘକୁ ଭାରତ ଉପରେ ଶତ ପ୍ରତିଶତ ଟାରିଫ ଲଗାଇବାକୁ କହିଛନ୍ତି । ଋଷିଆ ଠାରୁ ତେଲ କିଣୁଥିବାରୁ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ୟୁରୋପୀୟ ସଂଘକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ଅଦ୍ୟତନ ହୋଇଛି
56

କନକ ବ୍ୟୁରୋ : ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ମୋଦୀଙ୍କୁ ଭଲ ବନ୍ଧୁ କହି ଟାରିଫ ପ୍ରସଙ୍ଗରେ ପୁନଃ ଆଲୋଚନା କଥା କହୁଛନ୍ତି ଆମେରିକା ରାଷ୍ଟ୍ରପତି, ତ ଅନ୍ୟପଟେ ଭାରତ ଉପରେ ଅଧିକ ଟାରିଫ ଲଗାଇବାକୁ ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ । ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘକୁ ଭାରତ ଉପରେ ଶତ ପ୍ରତିଶତ ଟାରିଫ ଲଗାଇବାକୁ କହିଛନ୍ତି । ଋଷିଆ ଠାରୁ ତେଲ କିଣୁଥିବାରୁ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ୟୁରୋପୀୟ ସଂଘକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏପଟେ କିନ୍ତୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣିଥରେ ନିଜ ଭଲ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ । କେବଳ ସେତିକି ନୁହେଁ ଆମେରିକା- ଭାରତ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ନେଇ ଖୁବଶୀଘ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ନିଜ ପୋଷ୍ଟରେ ଲେଖିଥିଲେ ଆମେରିକା ରାଷ୍ଟ୍ରପତି ।

ଟ୍ରମ୍ପଙ୍କ ଦୋମୁହାଁ ନୀତି
ଆମେରିକା ରାଷ୍ଟ୍ରପତିଙ୍କ ଦୋମୁହାଁ ନୀତି
ଭାରତ ଉପରେ ଶତ ପ୍ରତିଶତ ଶୁଳ୍କ ଲଗାଇବାକୁ ୟୁରୋପୀୟ ସଂଘ ଉପରେ ଚାପ
ରୁଷିଆ ଠାରୁ ତେଲ କିଣାକୁ ନେଇ ଶୁଳ୍କ ଲଗାଇବାକୁ ଟ୍ରମ୍ପ ପକାଇଲେ ଚାପ
ଚାଇନା ଓ ଭାରତ ଉପରେ ୧୦୦% ଟାରିଫ ଲଗାଇବାକୁ କହିଲେ ଟ୍ରମ୍ପ
ଏପଟେ ପୋଷ୍ଟ କରି କହିଲେ, ମୋଦୀ ମୋର ଭଲ ବନ୍ଧୁ
ବାଣିଜ୍ୟିକ ସମ୍ପର୍କ ବିଷୟରେ ମୋଦୀଙ୍କ ସହ କଥାହେବେ ବୋଲି କହିଲେ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe