ସାବଧାନ !! ଗୋଟିଏ ଦିନରେ ପର୍ଯ୍ୟାପ୍ତ ନିଦ୍ରା କମ କରିବ ହୃଦଘାତ

Advertisment

ସପ୍ତାହକୁ ଯଦି ଆପଣ ଗୋଟିଏ ଦିନ ପର୍ଯ୍ୟାପ୍ତ ସମୟ ଶୋଇବେ ତେବେ କମିଯିବ ହୃଦଘାତ ଆଶଙ୍କା । ସ୍ପିଲ ହେଲଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୱିକେଣ୍ଡରେ ଆପଣ ଯଦି ପର୍ଯ୍ୟାପ୍ତ ସମୟ ନିଦ୍ରା ଯାଉଛନ୍ତି ତେବେ ଆପଣଙ୍କ ନିକଟରେ ହୃଦଘାତର ଆଶଙ୍କା କମ ରହିପାରେ ।

Heart Attack

କନକ ବ୍ୟୁରୋ : ସପ୍ତାହକୁ ଯଦି ଆପଣ ଗୋଟିଏ ଦିନ ପର୍ୟ୍ୟାପ୍ତ ସମୟ ଶୋଇବେ ତେବେ କମିଯିବ ହୃଦଘାତ ଆଶଙ୍କା । ସ୍ପିଲ ହେଲଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୱିକେଣ୍ଡରେ ଆପଣ ଯଦି ପର୍ଯ୍ୟାପ୍ତ ସମୟ ନିଦ୍ରା ଯାଉଛନ୍ତି, ତେବେ ଆପଣଙ୍କ ନିକଟରେ ହୃଦଘାତର ଆଶଙ୍କା କମ ରହିପାରେ ।

ପୂରା ସପ୍ତାହରେ ଯଦି ଆପଣ କମ ନିଦ୍ରରେ ଯାଇଛନ୍ତି, ପ୍ରତ୍ୟେକ୍ଷରେ ହେଉ କି ପରୋକ୍ଷରେ ଏହାର ଖରାପ ପ୍ରଭାବ ଶରୀରରେ ପଡିଥାଏ । ଯଦି ୱିକେଣ୍ଡରେ ଆପଣ ୮ରୁ ୯ ଘଣ୍ଟା ଶୋଇବେ, ତେବେ ଅସୁସ୍ଥ ହେବା ଆଶଙ୍କା ବା ହୃଦଘାତ ସମ୍ଭାବନା କମ ହୋଇପାରେ । ୟୁଏସ ନ୍ୟାଶନାଲ ଲାଇବ୍ରେରୀ ଅଫ ମେଡିସିନର ଏକ ଗବେଷଣାରୁ ଏହା ଜଣାପଡିଛି ।

ନିଦ କମ ହେଲେ ଶରୀରରେ ଇମ୍ପୋଲୋମେସନ ବଢ଼ିପାରେ । ସବୁଠୁ ବଡ଼ କଥା ହେଉଛି ଏହାର ଲକ୍ଷଣ ପ୍ରକାଶ ନପାଇଲେ ବି ଏହା ହୃଦଘାତର କାରଣ ହୋଇପାରେ । ବ୍ୟସ୍ତତା ଜୀବନରେ ଭାରତର ୮୦ପ୍ରତିଶତ କର୍ମଜୀବୀ ବ୍ୟକ୍ତି ବା ଗୃହିଣୀ ୫ରୁ ୬ ଘଣ୍ଟାରୁ ନିଦ୍ରାରେ ଯାଇଥାନ୍ତି । କିନ୍ତୁ ଡାକ୍ତର କୁହନ୍ତି ୮ ଘଣ୍ଟା ଶୋଇବା ନିହାତି ଦରକାର । ଏହି କ୍ରମରେ ୱିକେଣ୍ଡରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ହୃଦଘାତ ଆଶଙ୍କା କମାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe