କନକ ବ୍ୟୁରୋ: ଗୌତମ ଆଦାନୀଙ୍କୁ ସେବିର କ୍ଲିନ୍ ଚିଟ୍ । ଗୌତମ ଆଦାନୀ ଏବଂ ତାଙ୍କ କମ୍ପାନିଗୁଡ଼ିକ ବିରୋଧରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ କରିଥିବା ମାମଲାକୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ -ସେବି ଖାରଜ କରିଛି । ସେବି କହିଛି ଯେ ଅଭିଯୋଗଗୁଡ଼ିକର ତଦନ୍ତ କରିବା ପରେ ଗୌତମ ଆଦାନୀ ଓ ଆଦାନୀ ପୋର୍ଟସ୍ ଏବଂ ଆଦାନୀ ପାୱାର ସମେତ ଆଦାନୀର ଅନ୍ୟ କମ୍ପାନି ଗୁଡ଼ିକ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ପ୍ରମାଣ ନଥିବାରୁ ଆଦାନୀଙ୍କୁ କୌଣସି ପ୍ରକାର ଦଣ୍ଡିତ କରାଯିବ ନାହିଁ । ଆଉ  କୌଣସି ବିଚାରବିମର୍ଶର ଆବଶ୍ୟକତା ନାହିଁ ବୋଲି ଗୁରୁବାର ସେବିର ପୂର୍ଣ୍ଣକାଳୀନ ସଦସ୍ୟ କମଲେଶ ସି. ଭାର୍ସନେ କହିଛନ୍ତି ।…

ଆଦାନୀଙ୍କୁ କ୍ଲିନ୍ ଚିଟ୍

Advertisment

ଆମେରିକା ହିଣ୍ଡେନବର୍ଗ ମାମଲା
ସେବିରେ ମାମଲା ଖାରଜ
କୌଣସି ପ୍ରକାର ଷ୍ଟକ୍ ଦୁର୍ନୀତିର ପ୍ରମାଣ ନାହିଁ
ଆଦାନୀଙ୍କୁ ଦଣ୍ଡିତ କରାଯିବ ନାହିଁ
ସେବି ପୂର୍ଣ୍ଣକାଳୀନ ସଦସ୍ୟ ଭର୍ସନେଙ୍କ ସୂଚନା