ୱାୟନାଡ଼ ଲୋକସଭା ଆସନରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ହେବାକୁ ଯାଉଛି ଉପନିର୍ବାଚନ । ନଭେମ୍ବର ୧୩ ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । AICC ପକ୍ଷରୁ ପ୍ରିୟଙ୍କାଙ୍କ ନାଁ ଘୋଷଣା କରାଯାଇଛି ।

Priyanka Gandhi

କନକ ବ୍ୟୁରୋ : କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ହେବାକୁ ଯାଉଛି ଉପନିର୍ବାଚନ । ନଭେମ୍ବର ୧୩ ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । AICC ପକ୍ଷରୁ ପ୍ରିୟଙ୍କାଙ୍କ ନାଁ ଘୋଷଣା କରାଯାଇଛି ।

ୱାୟନାଡ ଆସନରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଉପନିର୍ବାଚନ ହେଉଛି । ତେବେ ଏହି ଆସନରୁ କିଏ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ଏଆଇସିସି । ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe