ଲାଓସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ୨୧ତମ ଏସିଆନ୍-ଇଣ୍ଡିଆ ଶିଖର ସମ୍ମିଳନୀରେ ନେବେ ଭାଗ

ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାଣ୍ଡୋନଙ୍କ ନିମନ୍ତ୍ରଣ ଆଧାରରେ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି ।

PM Modi Begins Laos Visit

କନକ ବ୍ୟୁରୋ : ଲାଓସରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାଣ୍ଡୋନଙ୍କ ନିମନ୍ତ୍ରଣ ଆଧାରରେ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଏଣ୍ଟିଆନେରେ ରହିବା ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ଏହି ଅବସରରେ ମୋଦୀ ୨୧ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଓ ୧୯ତମ ଇଷ୍ଟ-ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe