କନକ ବ୍ୟୁରୋ : ଲାଓସରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାଣ୍ଡୋନଙ୍କ ନିମନ୍ତ୍ରଣ ଆଧାରରେ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଏଣ୍ଟିଆନେରେ ରହିବା ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ଏହି ଅବସରରେ ମୋଦୀ ୨୧ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଓ ୧୯ତମ ଇଷ୍ଟ-ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ।
ଲାଓସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ୨୧ତମ ଏସିଆନ୍-ଇଣ୍ଡିଆ ଶିଖର ସମ୍ମିଳନୀରେ ନେବେ ଭାଗ
ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାଣ୍ଡୋନଙ୍କ ନିମନ୍ତ୍ରଣ ଆଧାରରେ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି ।
/kanak/media/media_files/Z2Q111iRi8YWBb9kD46H.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)