କନକ ବ୍ୟୁରୋ: ଅପରେସନ ସିନ୍ଦୂର ପାକିସ୍ତାନ ବିରୋଧରେ ଭାରତର ସବୁଠୁ ବଡ ସାମରିକ କାର୍ଯ୍ୟାନୁଷ୍ଠାନ । ଯେଉଁଥିରେ ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କୀବାଦ ଓ ଆତଙ୍କୀ ଆଡ୍ଡା ମାଟିରେ ମିଶିନି ବରଂ ପାକିସ୍ତାନ ସେନାର ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନର ଏହି ସତ ଆଉ କେହି ନୁହେଁ ତାଙ୍କ ଦେଶର ଏକ ଟିଭି ଚ୍ୟାନେଲର ଖବର ଧରାପକାଇଛି । ପାକିସ୍ତାନର ସମା ଟିଭିରେ ପ୍ରସାରିତ ଏକ ଖବରରେ କୁହାଯାଇଛି...

Advertisment

‘ଅପରେସନର ସିନ୍ଦୂର’ରେ ମରିଛନ୍ତି ୧୫୦ ପାକ୍ ସୈନିକ
-ଭାରତର ଆକ୍ରମଣରେ ଇସଲାମାବାଦର ବଡ଼ କ୍ଷତି ହୋଇଛି 
-ପାକିସ୍ତାନ ସେନାର ୧୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଛି 
-ମୃତ ସୈନିକଙ୍କୁ ମରଣୋତ୍ତର ବୀରତ୍ବ ସମ୍ମାନ ପ୍ରଦାନ କରିଛନ୍ତି ପାକ୍ ସରକାର
-ସମ୍ମାନ ଜଣାଇଛନ୍ତି ପାକିସ୍ତାନ ରାଷ୍ଟ୍ରପତି 
-ସୈନିକଙ୍କ ମୃତ୍ୟୁକୁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ କୁହାଯାଇଛି 
-ତାଲିକାରେ ଥିଲେ ୧୫୦ଜଣ ସୈନିକ