କନକ ବ୍ୟୁରୋ : ୫ରାଜ୍ୟର ୨୨ଟିସ୍ଥାନରେ ଏନଆଇଏର ଚଢ଼ାଉ। ଟେରର ଫଣ୍ଡିଂ ମାମଲାରେ ଚଢ଼ାଉ କରିଛି ଜତୀୟ ତଦନ୍ତକାରୀ ସଂସ୍ଥା। ଜମ୍ମୁକାଶ୍ମୀର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ଦିଲ୍ଲୀରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁପଶ୍ଚିମବଙ୍ଗର ୧୧ଟି ସହରରେ ବି ଚଢ଼ାଉ କରାଯାଇଥିଲା। ଆତଙ୍କୀ ସଂଗଠନଜୈଶ ଏ ମହମ୍ମଦ ଦ୍ୱାରା ଫଣ୍ଡିଂ ଅଭିଯୋଗ ଆସିବା ପରେ ଚଢ଼ାଉ କରାଯାଇଛି ।
୫ରାଜ୍ୟର ୨୨ଟି ସ୍ଥାନରେ NIA ଚଢ଼ାଉ; ଟେରର ଫଣ୍ଡିଂ ନେଇ ଚାଲିଛି ତନାଘନା
ଟେରର ଫଣ୍ଡିଂ ମାମଲାରେ ଚଢ଼ାଉ କରିଛି ଜତୀୟ ତଦନ୍ତକାରୀ ସଂସ୍ଥା। ଜମ୍ମୁକାଶ୍ମୀର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ଦିଲ୍ଲୀରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।
/kanak/media/media_files/RFgTWRfissWlAm3TECfp.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)