କନକ ବ୍ୟୁରୋ : ଅଭୟାମୃତ୍ୟୁମାମଲାରେତେଜିଛିରାଜନୀତି।ସିବିଆଇମାମଲାରତଦନ୍ତକରୁଛି।ଇଡିମଧ୍ୟତଦନ୍ତକରିବାନେଇସୂଚନାମିଳିଛି।ଯେହେତୁଆର.ଜିମେଡିକାଲକଲେଜରେଆର୍ଥିକଅନିୟମିତତାଅଭିଯୋଗରହିଛି।ଅଭିଯୁକ୍ତସନ୍ଦୀପଘୋଷକଲେଜରପ୍ରିନସିପାଲଥିବାବେଳେଅନିୟମିତତାରଅଭିଯୋଗରହିଛି।ତେଣୁସିବିଆଇପରେଇଡିଏହିମାମଲାରେତଦନ୍ତକରିବାକୁଯାଉଛି।
ଅନ୍ୟପଟେପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀମମତାବାନାର୍ଜୀଙ୍କଇସ୍ତଫାଦାବିହୋଇଛି।ପଶ୍ଚିମବଙ୍ଗଛାତ୍ରସମାଜନାମକଏକସଂଗଠନମମତାଙ୍କଇସ୍ତଫାଦାବିକରିଛନ୍ତି ।ଏଥିପାଇଁଆଜିପଶ୍ଚିମବଙ୍ଗରସଚିବାଳୟତଥାନବାନ୍ନଘେରାଉକରୁଛନ୍ତି ।ଆଉମମତାଙ୍କସୁରକ୍ଷାପାଇଁନିୟୋଜିତହୋଇଛନ୍ତି୬ହଜାରପୋଲିସ ।
ମମତାହେଉଛନ୍ତିରାଜ୍ୟରସ୍ୱାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀସମେତମୁଖ୍ୟମନ୍ତ୍ରୀ ।ତେଣୁମମତାଏହିଘଟଣାରେଉତ୍ତରଦାୟିତ୍ୱନେଇଇସ୍ତଫାଦିଅନ୍ତୁବୋଲିଦାବିହେଉଛି ।ତେଣୁପଶ୍ଚିମବଙ୍ଗଛାତ୍ରସମାଜନବାନ୍ନମୁହାଁହୋଇଛନ୍ତିଏବଂମମତାଙ୍କଇସ୍ତଫାଦାବିରେନାରାବାଜିକରୁଛନ୍ତି ।ଟ୍ରେନିମହିଳାଡାକ୍ତରଡ୍ୟୁଟିରେଥିବାବେଳେଦୁଷ୍କର୍ମପରେହତ୍ୟାରଶିକାରହେଲେ।ଏହାପରେସଂପୃକ୍ତକୋଠାଉପରେହଜାରହଜାରଲୋକପଶିଗଲେ ।ଯେଉଁସମୟରେକିମମତାଙ୍କପୋଲିସସୁରକ୍ଷାରେନିୟୋଜିତଥିଲା ।କୁହାଯାଉଛିଏହିଭିଡହସ୍ପିଟାଲରେପ୍ରବେଶକରିପ୍ରମାଣନଷ୍ଟକରିବାପାଇଁଉଦ୍ୟମକରିଥିଲେ ।
ଏହାକୁନେଇସୁପ୍ରିମକୋର୍ଟମଧ୍ୟକଡ଼ାଭର୍ତ୍ସନାକରିଛନ୍ତିମମତାସରକାରକୁ ।ଯେଉଁହସ୍ପିଟାଲରସୁରକ୍ଷାଦାୟିତ୍ୱରେପୋଲିସ, ସେଠାରେହଜାରହଜାରଲୋକପଶିଗଲେପୋଲିସକରୁଥିଲାକଣ ।ଏପରିପ୍ରଶ୍ନକରିଥିଲେପ୍ରଧାନବିଚାରପତି ।ବଡ଼କଥାହେଉଛିକେବଳଏହିଗୋଟିଏଘଟଣାନୁହେଁଅନେକସମୟରେପଶ୍ଚିମବଙ୍ଗରେଦୁଷ୍କର୍ମପରେହତ୍ୟାଘଟୁଛି ।ଏହାପଶ୍ଚିମବଙ୍ଗରେଯେପରିଏକସ୍ୱାଭାବିକଘଟଣାପାଲଟିଗଲାଣି ।ଅନେକସାଧାରଣଲୋକଭିଡ଼ହିଂସାରମଧ୍ୟଶିକାରହେଉଛନ୍ତି ।ଯେତେବେଳେସାଧାରଣଲୋକଟିଏସୁରକ୍ଷିତନୁହେଁଏପରିସ୍ଥିତିରେକିନ୍ତୁମମତାଙ୍କସୁରକ୍ଷାରେନିୟୋଜିତହୋଇଛନ୍ତି୬ହଜାରପୋଲିସ।
- 'ନବନ୍ନା ଅଭିଯାନ' ପଦଯାତ୍ରା ପୂର୍ବରୁ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି
- କୋଲକାତା ପୁଲିସ କହିଛି ଯେ ହିଂସା କାଣ୍ଡ ଘଟାଇବାକୁ ଯୋଜନା କରିବା ସହିତ ହତ୍ୟା ଉଦ୍ୟମ କରୁଥିଲେ
- ଗିରଫ ପୂର୍ବରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୪ ଛାତ୍ର ନିଖୋଜ ବୋଲି ଦାବି କରିଥିଲେ
- ରାଜ୍ୟ ସଚିବାଳୟ ନିକଟରେ ୨୦ରୁ ଅଧିକ ସ୍ଥାନରେ ଲୁହା ଓ ଆଲୁମିନିୟମ ବ୍ୟାରିକେଡ୍
- ବିକ୍ଷୋଭକାରୀ ବ୍ୟାରିକେଡ ଚଢ଼ିବା ଏବଂ ଡେଇଁବା ପୂର୍ବରୁ ପୁଲିସ ବ୍ୟାରିକେଡ୍ ଉପରେ ତେଲ ଲଗାଇଛି
- ହାୱଡ଼ାରେ ପଶ୍ଚିମବଙ୍ଗ ସଚିବାଳୟକୁ ଯାଉଥିବା ରାସ୍ତାରେ ୬ ହଜାରରୁ ଅଧିକ ପୁଲିସ ମୁତୟନ
- ହେଭି ରେଡିଓ ଫ୍ଲାଇଂ ସ୍କ୍ୱାଡ, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ କ୍ୱିକ୍ ରିଆକ୍ସନ୍ ଟିମ୍ ସମେତ ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ଫୋର୍ସ ଅଣାଯାଇଛି
- ପଶ୍ଚିମବଙ୍ଗ ପୋଲିସ କହିଛି ଯେ ଏହି ପ୍ରତିବାଦ "ବେଆଇନ"
- ନବନ୍ନା ଅଭିମୁଖେ ପଦଯାତ୍ରା କରିବାକୁ ଅନୁମତି ନାହିଁ
- ଏହି ପ୍ରତିବାଦ ଶୋଭାଯାତ୍ରାକୁ ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଏକ ଅଣପଞ୍ଜୀକୃତ ଛାତ୍ର ସଂଗଠନ ବୋଲି କୁହାଯାଇଛି
- ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ, ଦୋଷୀକୁ ଫାଶୀ ଦଣ୍ଡ ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ସଂଗଠନ