କନକ ବ୍ୟୁରୋ : ଦୁର୍ଘଟଣା ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଅମିତ ଶାହା । ଦୁର୍ଘଟଣା ସ୍ଥଳ ବି ବୁଲି ଦେଖିଛନ୍ତି । ଏତେ ବଡ଼ ଅଘଟଣର ତଦନ୍ତ ଆରମ୍ଭ ହୋଇ ସାରିଥିବା କହିଛନ୍ତି ଶାହା । 
ମାଟିରୁ ମୃତ୍ୟୁ ମାତ୍ର ୫୦ ସେକେଣ୍ଡ
ଉଡ଼ାଣ ଭରିବାର ୧ ମିନିଟ୍‌ ପୂର୍ବରୁ ଖସିପଡ଼ିଲା
ଆକାଶରୁ ମାଟି ଓ ମୃତ୍ୟୁ ମାତ୍ର ୫୦ ସେକେଣ୍ଡ
ବିମାନ ଦୁର୍ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ
କାହିଁକି ଘଟିଲା ବିମାନ ଦୁର୍ଘଟଣା?
କାହିଁକି ଆକାଶରୁ ଖସିପଡ଼ିଲା ବିମାନ?
ସେଥିରେ କ’ଣ ଏମିତି ତ୍ରୁଟି ଥିଲା?
କ’ଣ ଦେଖି ମେ’ଡେ’ କଲ୍‌ କରିଥିଲେ ପାଇଲଟ୍‌?
କକ୍‌ପିଟ୍‌ରୁ ସମସ୍ୟା ପାଇଲଟ୍‌ ଜାଣୁଥିଲେ କି?
କାହିଁକି ତଳକୁ ଥିଲା ଲ୍ୟାଣ୍ଡିଂ ଗିୟର?
ଉଡ଼ାଣ ବେଳେ ଲ୍ୟାଣ୍ଡିଂ ଗିୟର କାହିଁକି ଉଠିନଥିଲା?
ବିମାନରେ ତ୍ରୁଟି ଥିବା ଆଗରୁ ଜଣାଥିଲା କି?
ଇଞ୍ଜିନ୍‌ରେ କିଛି ସମସ୍ୟା ଦେଖା ଦେଇଥିଲା କି?
ବିମାନ ତ୍ରୁଟିକୁ ସମସ୍ତେ ଅଣଦେଖା କରିଥିଲେ କି?
ସେଫ୍‌ଟି ପ୍ରୋଟୋକଲ୍‌ କେହି ମାନିନଥିଲେ କି?

Advertisment

ଚାଲିଛି କାରଣ ଖୋଜା
ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ
ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି
ଏକକାଳୀନ ୨ଟି ତଦନ୍ତ ଚାଲିଛି
ଡିଜିସିଏ ପକ୍ଷରୁ ତଦନ୍ତ କରାଯାଉଛି
ଏଏଆଇବି ମଧ୍ୟ ତଦନ୍ତ ଚଳେଇଛି
ଆଗରୁ ବି ଏଭଳି ହୋଇଥିଲା କି, ଦେଖାଯିବ
କାହିଁକି ଖସିପଡ଼ିଲା ବିମାନ, କାରଣ ଖୋଜିବେ
ମେ’ଡେ କଲ୍‌ରେ ଲୁଚିଛି ଦୁର୍ଘଟଣାର ସତ
ମେ’ଡେ’ ହେଉଛି ଆସନ୍ନ ବିପଦର ସତର୍କ ଘଣ୍ଟି
ବୋଇଂ-୭୮୭ର ଏହା ପ୍ରଥମ ଦୁର୍ଘଟଣା
ଭିଟି-ଏଏନ୍‌ବି ୨୦୧୪ ଜାନୁଆରିରେ ମିଳିଥିଲା
ସୁରକ୍ଷିତ ବିମାନ ଲାଗି ଏହାର ନାଁ ରହିଛି