ଜାପାନରେ ବଡ଼ ଭୂମିକମ୍ପ, ସୁନାମୀ ନେଇ ସର୍ତକତା

Advertisment

ଉତ୍ତର ତଟରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଆଓମୋରି, ହୋଂସୁ ଦ୍ୱୀପ ଓ ହୋକାଇଡୋ ଦ୍ୱୀପ ନିକଟରେ ଭୂମିକମ୍ପ  ଅନୁଭୂତ ହୋଇଛି ।

ଉତ୍ତର ତଟରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଆଓମୋରି, ହୋଂସୁ ଦ୍ୱୀପ ଓ ହୋକାଇଡୋ ଦ୍ୱୀପ ନିକଟରେ ଭୂମିକମ୍ପ  ଅନୁଭୂତ ହୋଇଛି ।

Japan issues tsunami

Japan issues tsunami Photograph: (Kanak News)

କନକ ବ୍ୟୁରୋ : ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଜାରି ହେଲା ସୁନାମୀ ଆଲର୍ଟ । ଉତ୍ତର ତଟରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଆଓମୋରି, ହୋଂସୁ ଦ୍ୱୀପ ଓ ହୋକାଇଡୋ ଦ୍ୱୀପ ନିକଟରେ ଭୂମିକମ୍ପ  ଅନୁଭୂତ ହୋଇଛି । ଏହାପରେ ତଟବର୍ତ୍ତୀ ଅଞ୍ଚଳରେ ୧୦ ଫୁଟ୍ ଉଚ୍ଚର ସୁନାମୀ ଆସିପାରେ ବୋଲି ସତର୍କ ସୂଚନା ଜାରି ହୋଇଛି ।

ଆଓମୋରି ସହରର ହୋଟେଲରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି । ସ୍ଥାନୀୟ ଅଞ୍ଚଳରେ ଥିବା ଆଣବିକ କେନ୍ଦ୍ର ଗୁଡ଼ିକରେ ନିରାପତ୍ତା ଯାଞ୍ଚ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe