ଜମ୍ମୁକାଶ୍ମୀର କୁଲଗାମ୍‌ରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍; ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ

Advertisment

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ  । ଗତକାଲି ରାତିରେ ୨ ଅନ୍ୟ ଯବାନ ହୋଇଥିଲେ ଆହତ । ୯ ଦିନ ଧରି ଜାରି ରହିଛି ସେନାର ଅପରେସନ୍ ।

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ  । ଗତକାଲି ରାତିରେ ୨ ଅନ୍ୟ ଯବାନ ହୋଇଥିଲେ ଆହତ । ୯ ଦିନ ଧରି ଜାରି ରହିଛି ସେନାର ଅପରେସନ୍ ।

kulgam

Photograph: (Kanak News)

କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁଲଗାମ୍‌ରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ । ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ  । ଗତକାଲି ରାତିରେ ୨ ଅନ୍ୟ ଯବାନ ହୋଇଥିଲେ ଆହତ । ୯ ଦିନ ଧରି ଜାରି ରହିଛି ସେନାର ଅପରେସନ୍ ।

ଜମ୍ମୁ କାଶ୍ମୀର କୁଲଗାମର ଅଖାଳ ଅଞ୍ଚଳରେ ଆତଙ୍କୀଙ୍କ ସହ ଯବାନଙ୍କ ଗୁଳିବିନିମୟ ଜାରି ରହିଛି । ଗତକାଲି ରାତିରେ ଜୋରଦାର ଗୁଳିବିନିମୟ ଓ ପ୍ରଚଣ୍ତ ଶବ୍ଦ ହୋଇଥିଲା । ଏହି ସମୟରେ ଦୁଇ ଯବାନ ସହିଦ ହୋଇଛନ୍ତି । ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ତିନିରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe