କନକ ବ୍ୟୁରୋ : ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ । ଦିଲ୍ଲୀର ଜଣେ ଓ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟ୍ରେ ଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ର ମିଳିତ ସହଯୋଗରେ ଦୁଇ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ।
ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ଆଇଏସ୍ଆଇଏସ୍ର ୨ ଆତଙ୍କୀ ଗିରଫ
ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟ୍ରେ ଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ର ମିଳିତ ସହଯୋଗରେ ଦୁଇ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି ।
/kanak/media/media_files/2025/10/24/ied-blast-2025-10-24-13-46-33.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)