ଦେଶର ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଚିନ୍ତାଜନକ ଖବର; GDP ଅଭିବୃଦ୍ଧି ୬.୭% କୁ ହ୍ରାସ

Advertisment

ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬ ଦଶମିକ ୭ ପ୍ରତିଶତ କୁ ହ୍ରାସ ପାଇଛି।

ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬ ଦଶମିକ ୭ ପ୍ରତିଶତ କୁ ହ୍ରାସ ପାଇଛି।

India GDP

କନକ ବ୍ୟୁରୋ : ଦେଶର ଅର୍ଥନୀତି ପାଇଁ ଆସିଛି ଖରାପ ଖବର। ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି। ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬ ଦଶମିକ ୭ ପ୍ରତିଶତ କୁ ହ୍ରାସ ପାଇଛି।

ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭ ଦଶମିକ ୮ ପ୍ରତିଶତ ଥିଲା। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ୭ ଦଶମିକ ୨ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଥିଲା ଯାହା ଭୁଲ ପ୍ରମାଣିତ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe