ହରିୟାଣାରେ କାହିଁକି ହାରିପାରେ ବିଜେପି; ଚାଷୀ ଆନ୍ଦୋଳନ ଓ କୁସ୍ତି ସଂଘ ବିବାଦ ପଡ଼ିପାରେ ମହଙ୍ଗା

Advertisment

ଗ୍ରାଉଣ୍ଡ ରିଆଲିଟିକୁ ଚିହ୍ନିବାରେ ବିଫଳ ହେବା ସହ ରାଜ୍ୟରେ ଚାଷୀ ଆନ୍ଦୋଳନ ଓ କୁସ୍ତି ସଂଘ ବିବାଦ ବି ବିଜେପି ପରାଜୟର କାରଣ ହୋଇପାରେ ।

ଗ୍ରାଉଣ୍ଡ ରିଆଲିଟିକୁ ଚିହ୍ନିବାରେ ବିଫଳ ହେବା ସହ ରାଜ୍ୟରେ ଚାଷୀ ଆନ୍ଦୋଳନ ଓ କୁସ୍ତି ସଂଘ ବିବାଦ ବି ବିଜେପି ପରାଜୟର କାରଣ ହୋଇପାରେ ।

Haryana Assembly Election

ହରିୟାଣାରେ ନିର୍ବାଚନ ସରିବା ପରେ ଆସିଥିବା ଏକଜିଟ୍ ପୋଲକୁ ନେଇ ବଢୁଛି ଚର୍ଚ୍ଚା । ବିଜେପିର ହ୍ୟାଟ୍ରିକ୍ ଲକ୍ଷ୍ୟକୁ ଏଥର ଅଟକାଇପାରେ କଂଗ୍ରେସ । ବିଜେପିର ପ୍ରଦର୍ଶନ ହରିୟାଣାରେ ନୈରାଶ୍ୟଜନକ ରହିବା ନେଇ ଆକଳନ କରୁଛି ବୁଥ୍ ବାହୁଡା ମତ

ହରିୟାଣାରେ କଂଗ୍ରେସ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ୍ ପୋଲ ପୁର୍ବାନୁମାନ କରିଛନ୍ତି ତେବେ ବିଜେପି ଯଦି ପରାଜିତ ହୁଏ ତେବେ ଏହା ପଛରେ ଅନେକ ଫ୍ୟାକ୍ଟର କାମ କରୁଥିବା ଚର୍ଚ୍ଚା ହେଉଛି । ଗ୍ରାଉଣ୍ଡ ରିଆଲିଟିକୁ ଚିହ୍ନିବାରେ ବିଫଳ ହେବା ସହ ରାଜ୍ୟରେ ଚାଷୀ ଆନ୍ଦୋଳନ ଓ କୁସ୍ତି ସଂଘ ବିବାଦ ବି ବିଜେପି ପରାଜୟର କାରଣ ହୋଇପାରେ

ହରିୟାଣାରେ କାହିଁକି ହାରିପାରେ ବିଜେପି !

୭ ବଡ଼ କାରଣ

  1. ୧୦ ବର୍ଷ ରହିବା ପରେ ବିଜେପି ବିରୋଧରେ ରହିଛି ସରକାର ବିରୋଧି ହାୱା
  2. ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ହରିୟାଣାରେ ଭଲ ରହିଥିଲା
  3. ଜାଟ୍ ଭୋଟ୍ ଓ କୃଷକ ମାନଙ୍କୁ ଅଣେଦଖା କରିବା ମୁଖ୍ୟ କାରଣ
  4. ୨୦୨୦ର ଚାଷୀ ଆନ୍ଦୋଳନର ପ୍ରଭାବ ପାଇଁ କୃଷକ ଅସନ୍ତୁଷ୍ଟ ରହିଛନ୍ତି
  5. ରାଜ୍ୟରେ ନିଯୁକ୍ତିକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୁଷ ରହିଛି
  6. କୁସ୍ତି ସଂଘ ବିବାଦ ପାଇଁ ହରିୟାଣାରେ ବିଜେପି ବିରୋଧୀଙ୍କ ଟାର୍ଗେଟ୍ ରହିଛି
  7. ଅଗ୍ନିବୀର, ଚାଷି ଆନ୍ଦୋଳନ, କୁସ୍ତି ସଂଘ ବିବାଦକୁ ନିର୍ବାଚନୀ ପ୍ରଂସଗ କରିପାରିଛି କଂଗ୍ରେସ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe