videos ବାଜିଲା ନିର୍ବାଚନ ବିଗୁଲ Advertisment ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ନଭେମ୍ୱର ୨୦ ତାରିଖରେ ଭୋଟ୍ ପଡିବ । ସେହିପରି ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟ ଯଥାକ୍ରମେ ୧୩ ଓ ୨୦ ନଭେମ୍ୱରରେ ଭୋଟିଂ ହେବ । October 15, 2024, 10:41 PM IST ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ନଭେମ୍ୱର ୨୦ ତାରିଖରେ ଭୋଟ୍ ପଡିବ । ସେହିପରି ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟ ଯଥାକ୍ରମେ ୧୩ ଓ ୨୦ ନଭେମ୍ୱରରେ ଭୋଟିଂ ହେବ । 15 Oct 2024 22:41 IST Manoranjan Behera Follow Us