ବାଜିଲା ନିର୍ବାଚନ ବିଗୁଲ
ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ନଭେମ୍ୱର ୨୦ ତାରିଖରେ ଭୋଟ୍ ପଡିବ । ସେହିପରି ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟ ଯଥାକ୍ରମେ ୧୩ ଓ ୨୦ ନଭେମ୍ୱରରେ ଭୋଟିଂ ହେବ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)