ଦିଲ୍ଲୀ ବିଧାନସଭାରେ ହାଇଡ୍ରାମା; ୧୩ ଆପ୍ ବିଧାୟକ ବହିଷ୍କୃତ

Advertisment

ଦିନକ ପାଇଁ ବିରୋଧିଦଳ ନେତା ଆତିଶୀ ନିଲମ୍ବିତ କରାଯାଇଛି । ବିଧାନସଭା ପରିସରରେ ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦିନକ ପାଇଁ ବିରୋଧିଦଳ ନେତା ଆତିଶୀ ନିଲମ୍ବିତ କରାଯାଇଛି । ବିଧାନସଭା ପରିସରରେ ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

13 AAP MLAs Suspended

Photograph: (kanak news)

ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ହାଇଡ୍ରାମା । ଉଇଏ ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ଆପ୍ ର ହଙ୍ଗାମା । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ୧୩ ଆପ୍ ବିଧାୟକ ବିଧାନସଭାରୁ ବହିଷ୍କୃତ କରାଯାଇଛି । ଦିନକ ପାଇଁ ବିରୋଧିଦଳ ନେତା ଆତିଶୀ ନିଲମ୍ବିତ କରାଯାଇଛି । ବିଧାନସଭା ପରିସରରେ ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସଭାଗୃହରେ ବିଜେପି ଓ ଆପ ନେତା ନାରାବାଜି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିରୋଧି ଦଳ ନେତା ଅତିଶି ମାର୍ଲେନା ବିରୋଧ ପ୍ରଦର୍ଶନ କରିବାକୁ ତାଙ୍କୁ ମଧ୍ୟ ବାଚସ୍ପତି ଦିନକ ପାଇଁ ନିଲମ୍ବିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe