ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ହାଇଡ୍ରାମା । ଉଇଏ ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ଆପ୍ ର ହଙ୍ଗାମା । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ୧୩ ଆପ୍ ବିଧାୟକ ବିଧାନସଭାରୁ ବହିଷ୍କୃତ କରାଯାଇଛି । ଦିନକ ପାଇଁ ବିରୋଧିଦଳ ନେତା ଆତିଶୀ ନିଲମ୍ବିତ କରାଯାଇଛି । ବିଧାନସଭା ପରିସରରେ ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସଭାଗୃହରେ ବିଜେପି ଓ ଆପ ନେତା ନାରାବାଜି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିରୋଧି ଦଳ ନେତା ଅତିଶି ମାର୍ଲେନା ବିରୋଧ ପ୍ରଦର୍ଶନ କରିବାକୁ ତାଙ୍କୁ ମଧ୍ୟ ବାଚସ୍ପତି ଦିନକ ପାଇଁ ନିଲମ୍ବିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/02/25/dAQTWEpqQ7cNCuVYSYdT.jpg)