ବିସ୍ପୋରକ ଶତକ: ଘାଇଲା ଦକ୍ଷିଣ ଆଫ୍ରିକା । ୩-୧ରେ ଟି-୨୦ ସିରିଜ ଜିତିଲା ଟିମ ଇଣ୍ଡିଆ

Advertisment

ସଞ୍ଜୁ ସାମସନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଶତକରେ ଘାଇଲା ଦକ୍ଷିଣ ଆଫିକା । ୧୩୫ ରନରେ ଶେଷ ମ୍ୟାଚ ଜିତିଲା ଭାରତ। ପ୍ରଥମେ ବ୍ୟାଟିଂକରି ଭରତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା। ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ୫୬ ବଲରୁ ୬ ଚୌକା, ୯ ଛକା ସହ ୧୦୯ ରନ କରିଥିଲେ। ସେହିପରି ଗତ ମ୍ୟାଚରେ ଶତକ ମାରଥିବା ତିଲକ ବର୍ମା ପୁଣି ଏକ ଶତକ ମାରିଥିଲେ

bbbb

କନକବ୍ୟୁରୋ: ସଞ୍ଜୁ ସାମସନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଶତକରେ ଘାଇଲା ଦକ୍ଷିଣ ଆଫିକା । ୧୩୫ ରନରେ ଶେଷ ମ୍ୟାଚ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂକରି ଭରତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା । ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ୫୬ ବଲରୁ ୬ ଚୌକା, ୯ ଛକା ସହ ୧୦୯ ରନ କରିଥିଲେ । ସେହିପରି ଗତ ମ୍ୟାଚରେ ଶତକ ମାରଥିବା ତିଲକ ବର୍ମା ପୁଣି ଏକ ଶତକ ମାରିଥିଲେ । 

୪୭ ବଲରୁ ୯ ଚୌକା, ୧୦ ଛକା ସହ ୧୨୦ ରନ କରିଥିଲେ ତିଲକ। ଫଳରେ ଦକ୍ଷିଣ ଆଫିକ୍ରାକୁ ୨୮୪ ରନରେ ବିଜୟ ଲକ୍ଷ ଦେଇଥିଲା ଟିମ ଇଣ୍ଡିଆ। ମାତ୍ର  ୧୮ ଓଭର ୨ ଟି ବଲରେ ୧୪୮ ରନ କରି ଅଲଆଉଟ ହୋଇଯାଇଥିଲା ଘରୋଇ ଦଳ ।

ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ମାରିପାରିନଥିଲେ ।  ଭାରତ ପକ୍ଷରୁ ଅଦଦୀପ ସିଂ ୩ ଟି ବରୁଣ ଚକ୍ରବର୍ତ୍ତି ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଭଲ ପଦର୍ଶନ ଯୋଗୁ ତିଲମ ବର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ ଘୋଷିତ କରାଯାଇଥିଲା । ତେବେ ୪ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜକୁ ୩-୧ରେ ଜିତିନେଇଛି ଟିମ ଇଣ୍ଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe