ଆତଙ୍କୀଙ୍କ ଆଗରେ ସମର୍ପଣ କରିଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

Advertisment

ବର୍ତ୍ତମାନରେ ଭାରତର ନୂତନ ରାଷ୍ଟ୍ରୀୟ ସୁରକ୍ଷା ନୀତି ଅଧୀନରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ନିର୍ଣ୍ଣୟକୁ ଦେଖିଛି । ଏହା ସହିତ, ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି , ମୁମ୍ବାଇ ଆକ୍ରମଣ ପରେ କାହିଁକି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା । 

ବର୍ତ୍ତମାନରେ ଭାରତର ନୂତନ ରାଷ୍ଟ୍ରୀୟ ସୁରକ୍ଷା ନୀତି ଅଧୀନରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ନିର୍ଣ୍ଣୟକୁ ଦେଖିଛି । ଏହା ସହିତ, ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି , ମୁମ୍ବାଇ ଆକ୍ରମଣ ପରେ କାହିଁକି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା । 

24

କନକ ବ୍ୟୁରୋ: ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସର ନୀତିକୁ ସମାଲୋଚନା କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ସମୟରେ କଂଗ୍ରେସ ଆତଙ୍କବାଦୀଙ୍କ ଆଗରେ ଆତ୍ମସମର୍ପଣ କରିଥିଲା, ଯାହା ଦେଶର ସୁରକ୍ଷାକୁ ଦୁର୍ବଳ କରିଥିଲା । କିନ୍ତୁ ବର୍ତ୍ତମାନରେ ଭାରତର ନୂତନ ରାଷ୍ଟ୍ରୀୟ ସୁରକ୍ଷା ନୀତି ଅଧୀନରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ନିର୍ଣ୍ଣୟକୁ ଦେଖିଛି । ଏହା ସହିତ, ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି , ମୁମ୍ବାଇ ଆକ୍ରମଣ ପରେ କାହିଁକି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା । 

୨୬/୧୧ଆକ୍ରମଣ 
ମୋଦୀଙ୍କ ଟାର୍ଗେଟ୍‌ରେ କଂଗ୍ରେସ 

ମୋଦୀ ଉଠାଇଲେ ମୁମ୍ବାଇ ୨୬/୧୧ ଆକ୍ରମଣ ଘଟଣା
କଂଗ୍ରେସକୁ ତୀବ୍ର ସମାଲୋଚନା, କହିଲେ-କାହିଁକି ଚୁପ୍‌ ବସିଲା କଂଗ୍ରେସ?
ପୂର୍ବତନ ଗୃହମନ୍ତ୍ରୀ ପି. ଚିଦମ୍ବରମ୍ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୟାନ ଦେଇଥିଲେ
ଆମେରିକା ଆମକୁ ସେତେବେଳେ ପ୍ରତିଶୋଧ ନେବାରୁ ବାରଣ କରିଥିଲା
ମୋଦୀ କହିଛନ୍ତି, ବରିଷ୍ଠ କଂଗ୍ରେସ ନେତା କହିଥିଲେ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ
କିନ୍ତୁ ଅନ୍ୟ ଦେଶର ଚାପରେ, ସରକାର ପାକିସ୍ତାନ ଉପରେ ଆକ୍ରମଣ କରିନଥିଲେ
ମୁମ୍ବାଇ ୨୬/୧୧ ହମ୍‌ଲା ପରେ କଂଗ୍ରେସ ସରକାର ଆତଙ୍କବାଦୀଙ୍କ ଆଗରେ ନଇଁଥିଲା
ଯାହା ଦେଶର ସୁରକ୍ଷାକୁ କ୍ଷତି ପହଞ୍ଚାଇଥିଲା :ମୋଦୀ
ଅପରେସନ୍ ସିନ୍ଦୂର ଭାରତର ଆତଙ୍କବାଦ ବିରୋଧୀ ନୀତିର ନୂଆ ମାନଦଣ୍ଡ
ଏହି ଅପରେସନ୍‌ରେ କୌଣସି ବିଶ୍ୱ ନେତା ଭାରତକୁ ରୋକିବାକୁ କହିନଥିଲେ, ୧୯୦ଟି ଦେଶର ସମର୍ଥନ ମିଳିଥିଲା
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe