କନକ ବ୍ୟୁରୋ: ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସର ନୀତିକୁ ସମାଲୋଚନା କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ସମୟରେ କଂଗ୍ରେସ ଆତଙ୍କବାଦୀଙ୍କ ଆଗରେ ଆତ୍ମସମର୍ପଣ କରିଥିଲା, ଯାହା ଦେଶର ସୁରକ୍ଷାକୁ ଦୁର୍ବଳ କରିଥିଲା । କିନ୍ତୁ ବର୍ତ୍ତମାନରେ ଭାରତର ନୂତନ ରାଷ୍ଟ୍ରୀୟ ସୁରକ୍ଷା ନୀତି ଅଧୀନରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ନିର୍ଣ୍ଣୟକୁ ଦେଖିଛି । ଏହା ସହିତ, ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି , ମୁମ୍ବାଇ ଆକ୍ରମଣ ପରେ କାହିଁକି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା ।
ଆତଙ୍କୀଙ୍କ ଆଗରେ ସମର୍ପଣ କରିଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ
ବର୍ତ୍ତମାନରେ ଭାରତର ନୂତନ ରାଷ୍ଟ୍ରୀୟ ସୁରକ୍ଷା ନୀତି ଅଧୀନରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ନିର୍ଣ୍ଣୟକୁ ଦେଖିଛି । ଏହା ସହିତ, ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି , ମୁମ୍ବାଇ ଆକ୍ରମଣ ପରେ କାହିଁକି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା ।
/kanak/media/media_files/2025/10/08/24-2025-10-08-22-31-10.jpg)