ଭାରତର ବଡ଼ କୂଟନୈତିକ ବିଜୟ : ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ଦେଶଙ୍କ ସହମତି

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ୟୁକ୍ରେନ ସମସ୍ୟା ସମାଧାନ ପାଇଁ ଭାରତ ଓ ଚୀନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ୟୁକ୍ରେନ ସମସ୍ୟା ସମାଧାନ ପାଇଁ ଭାରତ ଓ ଚୀନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

35

କନକ ବ୍ୟୁରୋ : ବିଶ୍ବସ୍ତରରେ ଭାରତର ବଡ଼ କୂଟନୈତିକ ବିଜୟ । ସାଂଘାଇ ସହଯୋଗ ସଂଗଠନ- ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସଦସ୍ୟ ଦେଶଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ୟୁକ୍ରେନ ସମସ୍ୟା ସମାଧାନ ପାଇଁ ଭାରତ ଓ ଚୀନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ଏସସିଓ ସମ୍ମିଳନୀରେ ମୋଦୀଙ୍କ ବାର୍ତ୍ତା
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପାକିସ୍ତାନକୁ ସମାଲୋଚନା
ଆତଙ୍କବାଦୀ କାର୍ଯ୍ୟକାଳପକୁ ନେଇ ବର୍ଷିଲେ ମୋଦୀ
୪୦ ବର୍ଷ ଧରି ଆତଙ୍କବାଦର ମୂଲ୍ୟ ଦେଉଛି ଭାରତ
ଆମେ ପହଲଗାମରେ ଆତଙ୍କବାଦର ସବୁଠାରୁ ଖରାପ ଦିଗ ଦେଖିଛୁ
ଆତଙ୍କବାଦ କେବଳ ଦେଶର ସୁରକ୍ଷା ପ୍ରତି ନୁହେଁ, ମାନବତା ପାଇଁ ବିପଦ
ଆତଙ୍କବାଦ ଉପରେ ଦୋମୁହାଁ ନୀତି ଚଳିବ ନାହିଁ
ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରୁଥିବା ଦେଶ ଗ୍ରହଣୀୟ ନୁହେଁ
ଭାରତ ସହ ଠିଆ ହୋଇଥିବା ସବୁ ଦେଶକୁ ଜଣାଇଲେ ଧନ୍ୟବାଦ 
ଏସସସିଓର ତିନିସ୍ତମ୍ଭ ଉପରେ ମୋଦୀଙ୍କ ଗୁରୁତ୍ବ
ସୁରକ୍ଷା, ସଂଯୋଗ, ସୁଯୋଗ ମୋଦୀଙ୍କ ଫୋକସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe