ଚମକାଇଦେଲା ଚୀନ; ଏଆଇ ସହାୟତାରେ ବେଜିଂ ନିର୍ମାଣ କଲା ବୃହତ୍ ଡ୍ୟାମ୍

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ବେଜିଂ ବତ୍ତର୍ମାନ ଏଆଇ ଓ ଡିଜିଟାଲ ଟ୍ୱିନ ପ୍ରଯୁକ୍ତିବିଦ୍ୟା ସାହାର୍ଯ୍ୟରେ ନିର୍ମାଣ କରିଛନ୍ତି ବିଶାଳ ଡ୍ୟାମ୍ । ଚୀନର ଜିନଜିଆଙ୍ଗ ଅଞ୍ଚଳରେ ଏହି ଡ୍ୟାମ ନିର୍ମାଣ କରାଯାଇଛି ।

Dam

Photograph: (Kanak News)

କନକ ବ୍ୟୁରୋ : ଚୀନର ଆଉ ଏକ କାରାନାମା ଉପରେ । ଚୀନ ନିଜର ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳକୁ ନେଇ ଦୁନିଆ ଆଗରେ ଶକ୍ତି ପ୍ରଦର୍ଶନ କରୁଥିବାବେଳେ, ଏବେ ଦେଶର ବୈଜ୍ଞାନିକ ଚକିତ କରିବା ଭଳି ଉପଲବ୍ଧି ହାସଲ କରିଛନ୍ତି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ବେଜିଂ ବତ୍ତର୍ମାନ ଏଆଇ ଓ ଡିଜିଟାଲ ଟ୍ୱିନ ପ୍ରଯୁକ୍ତିବିଦ୍ୟା ସାହାର୍ଯ୍ୟରେ ନିର୍ମାଣ କରିଛନ୍ତି ବିଶାଳ ଡ୍ୟାମ୍ । ଚୀନର ଜିନଜିଆଙ୍ଗ ଅଞ୍ଚଳରେ ଏହି ଡ୍ୟାମ ନିର୍ମାଣ କରାଯାଇଛି ।

-ଏହାର ଏଆଇ ସାହାଯ୍ୟରେ ନିର୍ମିତ ବିଶ୍ବର ପ୍ରଥମ ଡ୍ୟାମ୍
-ଏହାର ନାଁ ଡାଶସ୍କିଆ ଓ ଆକସୁ ପ୍ରଦେଶର କୁମାରିକ ନଦୀରେ ନିର୍ମିତ
-ଏଆଇ କୌଶଳରେ ନିର୍ମିତ ବନ୍ଧ ନିରାପଦ, କମ ଖର୍ଚ୍ଚ ଓ ମଜଭୁତ
-ବିଶ୍ୱରେ ଏହିପରି ଅନ୍ୟ କୌଣସି ବନ୍ଧ ନାହିଁ
-ଡାଶସିଆ ପ୍ରକଳ୍ପ ହେଉଛି ବିଶ୍ୱର ପ୍ରଥମ ବନ୍ଧ ଯାହା AI କୌଶଳରେ  ନିର୍ମିତ
-ମାନବହୀନ କାର୍ଯ୍ୟ ପ୍ରଣାଳୀରେ କରାଯାଇଛି
-ସମସ୍ତ ଭୂତାତ୍ତ୍ୱିକ ଚ୍ୟାଲେଞ୍ଜ,ଭୁକମ୍ପକୁ ପ୍ରତିହତ କରିପାରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe