କନକ ବ୍ୟୁରୋ : ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ନାଁରେ ସିବିଆଇ ଚାର୍ଜସିଟ୍‌ । ୨୨୦୦ କୋଟିର ହାଇଡ୍ରୋ ପାୱାର ଦୁର୍ନୀତି ମାମଲାରେ ତାଙ୍କ ନାଁରେ ସିବିଆଇ ପକ୍ଷରୁ ଚାର୍ଜସିଟ୍‌ ଜାରି ହୋଇଛି । ୨୦୧୮-୧୯ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିଲେ ।