ଘରୋଇ କ୍ରିକେଟ ପାଇଁ ବିସିସିଆଇର ୪ ନୂଆ ନିୟମ: ବଲରେ ଛେପ ଲଗାଇଲେ ମିଳିବ ପେନାଲଟି

Advertisment

ଆଜିଠାରୁ ଆରମ୍ଭ ହୋଇଯାଇଛି ରଣଜୀ ଟ୍ରଫି  ହେଲେ ବିସିସିଆଇ ତାର ଘରୋଇ କ୍ରିକେଟରେ ପରିବର୍ତ୍ତନ କରିଛି ନିୟମ । କ୍ରିକେଟରେ ପ୍ଲେୟିଙ୍ଗ କନଡିସନରେ ହୋଇଛି କିଛି ପରିବର୍ତ୍ତନ ଆଉ ଏହି ନିୟମ ଖାଲି ରଣଜୀ ଟ୍ରଫି ନୁହେଁ  ବିସିସିଆଇ ଅଧିନରେ ଆସୁଥିବା ସମସ୍ତ ଘରୋଇ କ୍ରିକେଟରେ ଏହି ନୂତନ ନିୟମ ଲାଗୁ କରାଯିବ ।

efe

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଯାଇଛି ରଣଜୀ ଟ୍ରଫି  ହେଲେ ବିସିସିଆଇ ତାର ଘରୋଇ କ୍ରିକେଟରେ ପରିବର୍ତ୍ତନ କରିଛି ନିୟମ । କ୍ରିକେଟରେ ପ୍ଲେୟିଙ୍ଗ କନଡିସନରେ ହୋଇଛି କିଛି ପରିବର୍ତ୍ତନ ଆଉ ଏହି ନିୟମ ଖାଲି ରଣଜୀ ଟ୍ରଫି ନୁହେଁ  ବିସିସିଆଇ ଅଧିନରେ ଆସୁଥିବା ସମସ୍ତ ଘରୋଇ କ୍ରିକେଟରେ ଏହି ନୂତନ ନିୟମ ଲାଗୁ କରାଯିବ । ନଜର ପକାନ୍ତୁ କଣ ରହିଛି ନୂଆ ନିୟମ ।

କ୍ରିକେଟରେ ୪ ନୂଆ ନିୟମ 
-ଆଘାତ, ଅସୁସ୍ଥତା ବ୍ୟତିତ ଅନ୍ୟ କୌଣସି କାରଣରେ ରିଟାୟର୍ଡ ହର୍ଟ ହେଲେ ଆଉଟ ହେବେ
-ବିପକ୍ଷ ଅଧିନାୟକଙ୍କ ସହମତି କ୍ରମେ ବ୍ୟାଟିଂକୁ ଫେରିବାର ବିକଳ୍ପ ଦିଆଯିବ ନାହିଁ  
-ବୋଲିଂରେ ଯଦି କୌଣସି ଖେଳାଳୀ ବଲରେ ଲାଲ ପ୍ରୟୋଗ କରନ୍ତି ତେବେ ପେନାଲ୍ଟି ଲାଗୁ କରାଯିବ
-ବିସିସିଆଇ ରନ୍ ରୋକିବା ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି
-ରନ ନେବା ସମୟରେ ଯଦି ପରସ୍ପରକୁ ଅତିକ୍ରମ କରିବା ବେଳେ ଓଭର ଥ୍ରୋର ଚୌକା ହୁଏ ତାହାଲେ ତାହା ଚୌକାରେ ପରିଣତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe