ଉଡ଼ାଣ ପୂର୍ବରୁ ଆକାଶ ଏୟାର୍‌ର ପୁଣେରୁ ବେଙ୍ଗାଲୁରୁଗାମୀ ବିମାନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କୁ ଓହ୍ଲାଇଦିଆଗଲା

Advertisment

ବିମାନଟି ସକାଳ ୮ଟା ୫୦ରେ ପୁଣେରୁ ଉଡ଼ାଣ ଆରମ୍ଭ କରିବାର ଥିଲା ଏବଂ ସକାଳ ପ୍ରାୟ ୮ଟା ୧୦ରେ ବିମାନରେ ଯାତ୍ରୀମାନଙ୍କୁ ଚଢ଼ାଇବା ଆରମ୍ଭ କରାଯାଇଥିଲା । ଯାତ୍ରୀମାନେ ବିମାନରେ ଚଢ଼ିଥିଲେ ଏବଂ ବିମାନଟି ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶେଷ ମୁହୂର୍ତ୍ତରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

Plane

Plane Photograph: (Kanak News)

ମୁମ୍ବାଇ, ୧୩/୧: ଆକାଶ ଏୟାର୍‌ର ବୋଇଂ ୭୩୭ ମ୍ୟାକ୍ସ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ସକାଳେ ପୁଣେ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା କ୍ୟୁଆଇପି ୧୩୧୨ ନାମକ ଏହି ବିମାନରୁ ଯାତ୍ରୀମାନଙ୍କୁ ଓହ୍ଲାଇଦିଆଯାଛି । ତ୍ରୁଟି ଯୋଗୁ ବିମାନ ନ ଉଡ଼ିବାରୁ ଯାତ୍ରୀମାନେ ବୋଇଂ ୭୩୭ ମ୍ୟାକ୍ସ ବିମାନରେ ପ୍ରାୟ ଦେଢ଼ ଘଣ୍ଟା ଧରି ବସିଥିଲେ ।

ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ...

ବିମାନଟି ସକାଳ ୮ଟା ୫୦ରେ ପୁଣେରୁ ଉଡ଼ାଣ ଆରମ୍ଭ କରିବାର ଥିଲା ଏବଂ ସକାଳ ପ୍ରାୟ ୮ଟା ୧୦ରେ ବିମାନରେ ଯାତ୍ରୀମାନଙ୍କୁ ଚଢ଼ାଇବା ଆରମ୍ଭ କରାଯାଇଥିଲା । ଯାତ୍ରୀମାନେ ବିମାନରେ ଚଢ଼ିଥିଲେ ଏବଂ ବିମାନଟି ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶେଷ ମୁହୂର୍ତ୍ତରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ବୋଲି ଜଣେ ଯାତ୍ରୀ କହିଛନ୍ତି । ଆକାଶ ଏୟାର୍ କହିଛି ଯେ ବିମାନ କ୍ୟୁଆଇପି ୧୩୧୨ ଅପରେସନାଲ କାରଣରୁ ବିଳମ୍ବ ହୋଇଥିଲା ଏବଂ ବିମାନଟି ବର୍ତ୍ତମାନ ଅପରାହ୍ଣ ୧ଟା ୧୫ରେ ଛାଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe