ଇଣ୍ଡିଗୋ ବିମାନକୁ ବମ୍ ରେ ଉଡାଇ ଦେବାକୁ ମିଳିଲା ଧମକ୍: କଡା କଡି ହେଲା ସୁରକ୍ଷା ଯାଞ୍ଚ

Advertisment

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋର ଦୁଇଟି ବିମାନକୁ ମିଳିଲା ବମ୍ରେ ଉଡାଇ ଦେବାକୁ ଧମକ । ମୁମ୍ବାଇରୁ ଜେଦ୍ଦା ଯାଉଥିବା ବିମାନ ଓ ମୁମ୍ବାଇରୁ ମସ୍କଟ ଯାଉଥିବା ବିମାନକୁ ମିଳିଛି ଧମକ ।

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋର ଦୁଇଟି ବିମାନକୁ ମିଳିଲା ବମ୍ରେ ଉଡାଇ ଦେବାକୁ ଧମକ । ମୁମ୍ବାଇରୁ ଜେଦ୍ଦା ଯାଉଥିବା ବିମାନ ଓ ମୁମ୍ବାଇରୁ ମସ୍କଟ ଯାଉଥିବା ବିମାନକୁ ମିଳିଛି ଧମକ ।

dwdw

କନକ ବ୍ୟୁରୋ : ଏୟାର ଇଣ୍ଡିଆ ପରେ ଇଣ୍ଡିଗୋର ଦୁଇଟି ବିମାନକୁ ମିଳିଲା ବମ୍ରେ ଉଡାଇ ଦେବାକୁ ଧମକ । ମୁମ୍ବାଇରୁ ଜେଦ୍ଦା ଯାଉଥିବା ବିମାନ ଓ ମୁମ୍ବାଇରୁ ମସ୍କଟ ଯାଉଥିବା ବିମାନକୁ ମିଳିଛି ଧମକ । ଇଣ୍ଡିଗୋ ପ୍ରବକ୍ତାଙ୍କ କହିବା ଅନୁସାରେ  ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ବିମାନର ସୁରକ୍ଷା ଯାଞ୍ଚ କରାଯଇଥିଲା । କେଉଁଭଳି ଭାବେ ଯାତ୍ରୀମାନେ ସୁରକ୍ଷା ସହ ଯାତ୍ରା କରିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe