ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର

Advertisment

ସାଇବର ଥାନାରେ ମନୋଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି । କିଛି ୟୁଟ୍ୟୁବ ଚ୍ୟାନେଲ ଓ ୱେବ ଚ୍ୟାନେଲ ନାଁରେ ଥାନାରେ ଅଭିଯୋଗ କଲେ ମନୋଜ ।

ସାଇବର ଥାନାରେ ମନୋଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି । କିଛି ୟୁଟ୍ୟୁବ ଚ୍ୟାନେଲ ଓ ୱେବ ଚ୍ୟାନେଲ ନାଁରେ ଥାନାରେ ଅଭିଯୋଗ କଲେ ମନୋଜ ।

Actor Manoj Mishra

କନକ ବ୍ୟୁରୋ : ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର । ସାଇବର ଥାନାରେ ମନୋଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି । କିଛି ୟୁଟ୍ୟୁବ ଚ୍ୟାନେଲ ଓ ୱେବ ଚ୍ୟାନେଲ ନାଁରେ ଥାନାରେ ଅଭିଯୋଗ କଲେ ମନୋଜ । ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ନେଇ ଅଭିଯୋଗ କରିଛନ୍ତି ଉଭୟ ସ୍ୱାମୀ ଓ ସ୍ତ୍ରୀ । ବୈବାହିକ ଜୀବନକୁ ନେଇ ସମ୍ମାନହାନୀ କରୁଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଦ୍ୱିତୀୟ ବିବାହକୁ ନେଇ ଖରାପ କଥା କହୁଥିବା ଅଭିଯୋଗ କରିଛନ୍ତି ମନୋଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe