ମାଓବାଦୀଙ୍କ ହାତରେ ନାଇଟ୍ ଭିଜନ ସ୍ନାଇପର; ଏନକାଣ୍ଟରରେ ନିହତ ୩୧ମାଓବାଦୀ

Advertisment

ଅତ୍ୟାଧୁନିକ ଏଲଏମ୍‌ଜି, ଏକେ-୪୭ ସହ ହାତ ତିଆରି ୟୁବିଜିଏଲ୍ ବନ୍ଧୁକ ବ୍ୟବହାର କରୁଥିଲେ ମାଓବାଦୀ । ଛତିଶଗଡ଼ ଦାନ୍ତେୱାଡା ଥୁଲୁଥୁଲି ଜଙ୍ଗଲରେ ଏନ୍‌କାଉଣ୍ଟରରେ ଯବାନଙ୍କ ହାତରେ ଲାଗିଛି ଏପରି ପୁଳାପୁଳା ବନ୍ଧୁକ ।

ଅତ୍ୟାଧୁନିକ ଏଲଏମ୍‌ଜି, ଏକେ-୪୭ ସହ ହାତ ତିଆରି ୟୁବିଜିଏଲ୍ ବନ୍ଧୁକ ବ୍ୟବହାର କରୁଥିଲେ ମାଓବାଦୀ । ଛତିଶଗଡ଼ ଦାନ୍ତେୱାଡା ଥୁଲୁଥୁଲି ଜଙ୍ଗଲରେ ଏନ୍‌କାଉଣ୍ଟରରେ ଯବାନଙ୍କ ହାତରେ ଲାଗିଛି ଏପରି ପୁଳାପୁଳା ବନ୍ଧୁକ ।

31 Maoists Killed

କନକ ବ୍ୟୁରୋ : ମାଓବାଦୀ ବ୍ୟବହାର କରୁଥିଲେ ନାଇଟ୍ ଭିଜନ୍ ସ୍ନାଇପର ବନ୍ଧୁକ ଅତ୍ୟାଧୁନିକ ଏଲଏମ୍ଜି, ଏକେ-୪୭ ସହ ହାତ ତିଆରି ୟୁବିଜିଏଲ୍ ବନ୍ଧୁକ ବ୍ୟବହାର କରୁଥିଲେ ମାଓବାଦୀ ଛତିଶଗଡ଼ ଦାନ୍ତେୱାଡା ଥୁଲୁଥୁଲି ଜଙ୍ଗଲରେ ଏନ୍କାଉଣ୍ଟରରେ ଯବାନଙ୍କ ହାତରେ ଲାଗିଛି ଏପରି ପୁଳାପୁଳା ବନ୍ଧୁକ

ଏନ୍କାଉଣ୍ଟର ପରେ ୩୧ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଛି ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ପ୍ଲାଟୁନ ନଂ ଏହି ଅଂଚଳରେ ଅପରେଟ୍ କରୁଥିବା ବେଳେ ପ୍ଲାଟୁନ ନଂ ସମ୍ପୂର୍ଣ୍ଣ ଭାବେ ମୁଳପୋଛ ହୋଇ ଥିବା ଜଣାପଡିଛି ଏଲଏମଜି, ଏସଏଲଆର, ଇନସାସ ସମେତ ବହୁ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ଜବତ ହୋଇ ଥିବାରୁ ବହୁ ବଡ ବଡ କ୍ୟାଡର ପ୍ରାଣ ହରାଇଥିବା ଅନୁମାନ କରାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe