କନକ ବ୍ୟୁରୋ : ମାଓବାଦୀବ୍ୟବହାରକରୁଥିଲେନାଇଟ୍ଭିଜନ୍ସ୍ନାଇପରବନ୍ଧୁକ।ଅତ୍ୟାଧୁନିକଏଲଏମ୍ଜି, ଏକେ-୪୭ସହହାତତିଆରିୟୁବିଜିଏଲ୍ବନ୍ଧୁକବ୍ୟବହାରକରୁଥିଲେମାଓବାଦୀ।ଛତିଶଗଡ଼ଦାନ୍ତେୱାଡାଥୁଲୁଥୁଲିଜଙ୍ଗଲରେଏନ୍କାଉଣ୍ଟରରେଯବାନଙ୍କହାତରେଲାଗିଛିଏପରିପୁଳାପୁଳାବନ୍ଧୁକ।
ଏନ୍କାଉଣ୍ଟରପରେ୩୧ମାଓବାଦୀଙ୍କମୃତଦେହଉଦ୍ଧାରହୋଇଛି।ଦଣ୍ଡକାରଣ୍ୟସ୍ପେଶାଲଯୋନାଲକମିଟିରପ୍ଲାଟୁନନଂ୬ଏହିଅଂଚଳରେଅପରେଟ୍କରୁଥିବାବେଳେପ୍ଲାଟୁନନଂ୬ସମ୍ପୂର୍ଣ୍ଣଭାବେମୁଳପୋଛହୋଇଥିବାଜଣାପଡିଛି।ଏଲଏମଜି, ଏସଏଲଆର, ଇନସାସସମେତବହୁଅତ୍ୟାଧୂନିକଅସ୍ତ୍ରଶସ୍ତ୍ରଜବତହୋଇଥିବାରୁବହୁବଡବଡକ୍ୟାଡରପ୍ରାଣହରାଇଥିବାଅନୁମାନକରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2EXVcp2CNmMrZuTfPSFp.jpg)