ଭସାଣି ବେଳେ ସାମ୍ପ୍ରଦାୟିକ ହିଂସା; ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଏକାଧିକ ଆହତ

ଉତ୍ତରପ୍ରଦେଶ ବହରାଇଚରେ ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ସହ ଏକାଧିକ ଆହତ ସୂଚନା ମିଳିଛି । ପ୍ରଥମେ ବଚାସା ପରେ ସ୍ଥିତି ଅଣାଆୟତ ହେବା ସହ ଭୟଙ୍କର ହିଂସାର ରୂପ ନେଇଥିଲା ।

clashes during Durga idol immersion

କନକ ବ୍ୟୁରୋ : ଦୁର୍ଗାପୂଜା ଭସାଣିରେ ସାମ୍ପ୍ରଦାୟିକ ହିଂସା । ଉତ୍ତରପ୍ରଦେଶ ବହରାଇଚରେ ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ସହ ଏକାଧିକ ଆହତ ସୂଚନା ମିଳିଛି । ପ୍ରଥମେ ବଚାସା ପରେ ସ୍ଥିତି ଅଣାଆୟତ ହେବା ସହ ଭୟଙ୍କର ହିଂସାର ରୂପ ନେଇଥିଲା ।

କେବଳ ସେତିକି ନୁହେଁ ଉପଦ୍ରବୀମାନେ ସ୍ଥାନୀୟ ଅଂଚଳରେ ପଥରମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇଥିବା ସୂଚନା ମଧ୍ୟ ମିଳିଛି । ହିଂସା ପ୍ରଭାବିତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଂଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ତେବେ ହିଂସା ଘଟିବା ପଛର ପ୍ରକୃତ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe