ଅନୁଗୁଳ : ହକ୍ ପାଇଁ ଲଢେଇ । ଖଣି ପାଇଁ ଜମି ଦେଇ ୨୦ ବର୍ଷ ହେବ ବେଘର । ଏମସିଏଲ ପାଇଁ ଜମି ହରାଇ ଥଇଥାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିସ୍ଥାପିତ । ଏଥର ଦାବି ପୂରଣ ନହେବା ଯାଏଁ ଏମସିଏଲ କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ କାରାଇ ନଦେବା ଜିଦରେ ଅଟଳ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଜରଡା ଗାଁର ବିସ୍ଥାପିତ ପରିବାର ।
ଖଣି ପାଇଁ ଜମି ଦେଇ ୨୦ ବର୍ଷ ହେବ ବେଘର
/kanak/media/post_attachments/wp-content/uploads/2016/06/vlcsnap-2016-06-10-18h00m15s571.png)