ମହିଳା ଟି-୨୦ ବିଶ୍ୱକପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

ମହିଳା ଟି-୨୦ ବିଶ୍ୱକପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା ଦଳ । ଜେମିମା ଏବଂ ରିଚା ଘୋଷଙ୍କ ଦମଦାର ବ୍ୟାଟିଂ ବଳରେ ଭାରତୀୟ ଦଳ ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ଦଳ ୭ ୱିକେଟରେ ବିଜୟୀ ହୋଇଛି । ୧୫୦ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯ ଓଭରରେ ହାସଲ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe