କିଛି ସ୍ୱତନ୍ତ୍ର ମହିଳାଙ୍କ ସଫଳତାର କାହାଣୀ : ଦୃଷ୍ଟିହୀନ ହୋଇଥିଲେ ବି ଦୃଢ ଇଚ୍ଛାଶକ୍ତିରେ ସ୍ୱପ୍ନକୁ କରିଛନ୍ତି ସାକାର

Advertisment
କିଛି ସ୍ୱତନ୍ତ୍ର ମହିଳାଙ୍କ ସଫଳତାର କାହାଣୀ : ଦୃଷ୍ଟିହୀନ ହୋଇଥିଲେ ବି ଦୃଢ ଇଚ୍ଛାଶକ୍ତିରେ ସ୍ୱପ୍ନକୁ କରିଛନ୍ତି ସାକାର

କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଆପଣଙ୍କୁ ଦେଖାଇବୁ କେତେକ ଅସାଧାରଣ ମହିଳାଙ୍କ ସଫଳତାର କାହାଣୀ । ସକ୍ଷମ ବ୍ୟକ୍ତିମାନେ ସଫଳତା ପାଇବା ଆମେ ସବୁବେଳେ ଦେଖୁଛେ କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି କିଛି ସ୍ୱତନ୍ତ୍ର ମହିଳାଙ୍କ ସଫଳତାର କାହାଣୀ । ଏହି ମହିଳାମାନେ ଦୃଷ୍ଟିହୀନ ହୋଇଥିଲେ ବି ନିଜର ଦୃଢ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ବଳରେ ନିଜର ଓ ପରିବାର ଲୋକଙ୍କ ସ୍ୱପ୍ନକୁ ସାକାର କରିଛନ୍ତି  ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe