କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଆପଣଙ୍କୁ ଦେଖାଇବୁ କେତେକ ଅସାଧାରଣ ମହିଳାଙ୍କ ସଫଳତାର କାହାଣୀ । ସକ୍ଷମ ବ୍ୟକ୍ତିମାନେ ସଫଳତା ପାଇବା ଆମେ ସବୁବେଳେ ଦେଖୁଛେ କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି କିଛି ସ୍ୱତନ୍ତ୍ର ମହିଳାଙ୍କ ସଫଳତାର କାହାଣୀ । ଏହି ମହିଳାମାନେ ଦୃଷ୍ଟିହୀନ ହୋଇଥିଲେ ବି ନିଜର ଦୃଢ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ବଳରେ ନିଜର ଓ ପରିବାର ଲୋକଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/success-women-story.jpg)