ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଋଷି ମୃତ୍ୟୁ ଓ ବିବାଦୀୟ ସେକ୍ସ ସିଡି ପ୍ରସଙ୍ଗରେ ଆଜି ରାଜଧାନୀରେ ବିଜେପି ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାହାରିଛନ୍ତି ମହିଳା ।
୪୭ ନମ୍ବର ୱାର୍ଡରୁ ମେୟର ସମର୍ଥନରେ ମହିଳାଙ୍କ ଏକ ବିରାଟ ରାଲି ବାହାରି ମେୟରଙ୍କ ବାସଭବନ ଯାଏ ଯାଇଥି ଅନନ୍ତ ନାରାୟଣ ଜେନାଙ୍କ ସମର୍ଥନରେ ବାହାରିଥିଲେ । ରାଜଭବନରେ ଶତାଧିକ ମହିଳା ଏକାଠି ହୋଇ ଏକ ବିଶାଳ ରାଲିରେ ବାହାରି ମେୟରଙ୍କ ବାସଭବନକୁ ଯାଇଥିଲେ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-21-15h44m33s142.png)