ରାଜରାସ୍ତାରେ ବସିଲେ ମହିଳା: ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ

Advertisment
ରାଜରାସ୍ତାରେ ବସିଲେ ମହିଳା: ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ

କନକ ବ୍ୟୁରୋ: ରାଜରାସ୍ତାରେ ବସିଲେ ମହିଳା । ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତିକୁ ବିରୋଧ କରି ପ୍ରତିବାଦ । ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ ପ୍ରତିବାଦରେ ବସିଛନ୍ତି ଶତାଧିକ ମହିଳା । ସେମାନଙ୍କର ଦାବି ରାଜ୍ୟ ସରକାର ନିଷ୍ପତିର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି । ଓଏପି ସ୍ଥିତ କଟକ ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ମହିଳା । ମହିଳାଙ୍କ ପ୍ରତିବାଦ ପାଇଁ ଯାତାୟତ ଠପ ହୋଇ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe