କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ କାହିଁକି ଗୁମୁଟ ଉପରୁ ଡେଇଁଲେ ? ଗୁମୁଟ ଉପରୁ ଡେଇଁବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
ତେବେ ସୂଚନାରୁ ଯାହା ଜଣାପଡିଛି, ମହିଳା ଗୁମୁଟ ଉପରୁ ଡେଇଁବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ମହିଳାଙ୍କ ପ୍ରାଣ ଚାଲିଯାଇଥିଲା । ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଗୁମୁଟ ଉପରୁ ଡେଇଁଥିବା ମହିଳା ଜଣକ କିଏ ତାଙ୍କର ପରିଚୟ ମିଳିପାରିନଥିବା ବେଳେ କାହିଁକି ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/25-1.jpg)