କନକ ବ୍ୟୁରୋ : ନିଆଳି କୃଷ୍ଣପ୍ରସାଦ ଅଚଂଳରେ ଅଭାବନୀୟ ଘଟଣା । ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । କୃଷ୍ଣପ୍ରସାଦ ପଂଚାୟତ ଇଣ୍ଡିଆନ ବ୍ୟାଙ୍କ ନିକଟ ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us