କନକ ବ୍ୟୁରୋ : ନିଆଳି କୃଷ୍ଣପ୍ରସାଦ ଅଚଂଳରେ ଅଭାବନୀୟ ଘଟଣା । ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । କୃଷ୍ଣପ୍ରସାଦ ପଂଚାୟତ ଇଣ୍ଡିଆନ ବ୍ୟାଙ୍କ ନିକଟ ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ନିଆଳି କୃଷ୍ଣପ୍ରସାଦ ଅଚଂଳରେ ଅଭାବନୀୟ ଘଟଣା : ପୋଖରୀରେ ବୁଡି ମା’ ପୁଅଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2021/11/vlcsnap-2021-11-18-09h23m22s396.png)