ନିଆଳି କୃଷ୍ଣପ୍ରସାଦ ଅଚଂଳରେ ଅଭାବନୀୟ ଘଟଣା : ପୋଖରୀରେ ବୁଡି ମା’ ପୁଅଙ୍କ ମୃତ୍ୟୁ

75

କନକ ବ୍ୟୁରୋ : ନିଆଳି କୃଷ୍ଣପ୍ରସାଦ ଅଚଂଳରେ ଅଭାବନୀୟ ଘଟଣା । ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । କୃଷ୍ଣପ୍ରସାଦ ପଂଚାୟତ ଇଣ୍ଡିଆନ ବ୍ୟାଙ୍କ ନିକଟ ପୋଖରୀରେ ପଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।