ଆଉ କିଛି ସମୟ ପରେ ଘୋଷଣା ହେବ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୨ଟି ଲୋକସଭା ଏବଂ ୧୦ ବିଧାନସଭା ପାଇଁ ଘୋଷଣା ହେବ ପ୍ରାର୍ଥୀ

ପରିବାର ଓ ବାପ-ପୁଅ ରାଜନୀତି: ହେଲେ ବିଜେଡି ଯୋଡ଼ି ସବୁଠୁ ନିଆରା
କନକ ବ୍ୟୁରୋ : ଆଉ କିଛି ସମୟ ପରେ ଘୋଷଣା ହେବ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୨ଟି ଲୋକସଭା ଏବଂ ୧୦ ବିଧାନସଭା ପାଇଁ ଘୋଷଣା ହେବ ପ୍ରାର୍ଥୀ ବୋଲି ସୂଚନା ମିଳିଛି । ୧୯ ଟି ଲୋକସଭା ଓ ୧୩୭ ବିଧାନସଭା ଆସନ ପାଇଁ ପ୍ରର୍ଥୀ ଘୋଷଣା କରାଯାଇଥିବା ବେଳେ ଏବେ ବି ୨ ଲୋକସଭା ଏବଂ ୧୦ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ।
publive-imageସେହିପରି କେନ୍ଦ୍ରାପଡା, ଖଣ୍ଡପଡା, କୋରେଇ, ଯାଜପୁର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର,  ଆଠମଲ୍ଲିକ, ଚମ୍ପୁଆ, ପାଲଲହଡା ଓ ବାରିପଦା ବିଧାନସଭା ଆସନରେ ପ୍ରାର୍ଥୀ ଦେଇନାହିଁ ବିଜେଡି । ଆଜି ଏହି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏସବୁ ଭିତରେ ନବୀନ  ନିବାସରେ ନେତାଙ୍କ ଭିଡ ଲାଗି ଜମୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe