କନକ ବ୍ୟୁରୋ : ଆଉ କିଛି ସମୟ ପରେ ଘୋଷଣା ହେବ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୨ଟି ଲୋକସଭା ଏବଂ ୧୦ ବିଧାନସଭା ପାଇଁ ଘୋଷଣା ହେବ ପ୍ରାର୍ଥୀ ବୋଲି ସୂଚନା ମିଳିଛି । ୧୯ ଟି ଲୋକସଭା ଓ ୧୩୭ ବିଧାନସଭା ଆସନ ପାଇଁ ପ୍ରର୍ଥୀ ଘୋଷଣା କରାଯାଇଥିବା ବେଳେ ଏବେ ବି ୨ ଲୋକସଭା ଏବଂ ୧୦ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ।
ଆଉ କିଛି ସମୟ ପରେ ଘୋଷଣା ହେବ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୨ଟି ଲୋକସଭା ଏବଂ ୧୦ ବିଧାନସଭା ପାଇଁ ଘୋଷଣା ହେବ ପ୍ରାର୍ଥୀ
/kanak/media/post_attachments/wp-content/uploads/2019/03/bjd-aa-1-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJD-Flag-2.jpg)