ଭାଇ ସୌଭିକଙ୍କ ପରେ ଗିରଫ ହେବେ କି ରିୟା ଚକ୍ରବର୍ତ୍ତୀ : ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋରେ ଆଜି ହେବେ ହାଜର, ମୁହାଁମୁହିଁ ଭାଇ ଭଉଣୀଙ୍କୁ ହେବ ଜେରା

Advertisment
ଭାଇ ସୌଭିକଙ୍କ ପରେ ଗିରଫ ହେବେ କି ରିୟା ଚକ୍ରବର୍ତ୍ତୀ : ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋରେ ଆଜି ହେବେ ହାଜର, ମୁହାଁମୁହିଁ ଭାଇ ଭଉଣୀଙ୍କୁ ହେବ ଜେରା

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରାଗ୍ସ କାରବାର ନେଇ ଅଧିକ ଖୋଳତାଡ ଜାରି ରହିଛି । ସିବିଆଇ ଓ ଏନସିବି ଏହାର ତଦନ୍ତ କରୁଛନ୍ତି । ଆଜି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋରେ ହାଜର ହେବେ ରିୟା ଚକ୍ରବର୍ତି । ତେଣୁ ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି । ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ରିୟାଙ୍କୁ ସମନ କରିବା ପରେ ଏହି ଚର୍ଚ୍ଚା ଜୋର ଧରିିଛି ।publive-image

ଆଜି ସୌଭିକ ଓ ରିୟାଙ୍କୁ ନାରକୋଟିକ୍ସ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ସୁଶାନ୍ତଙ୍କ ରୋଷେୟା ଦିପେଶଙ୍କୁ ଗିରଫ କରିଛି ଏନସିିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe