କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରାଗ୍ସ କାରବାର ନେଇ ଅଧିକ ଖୋଳତାଡ ଜାରି ରହିଛି । ସିବିଆଇ ଓ ଏନସିବି ଏହାର ତଦନ୍ତ କରୁଛନ୍ତି । ଆଜି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋରେ ହାଜର ହେବେ ରିୟା ଚକ୍ରବର୍ତି । ତେଣୁ ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି । ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ରିୟାଙ୍କୁ ସମନ କରିବା ପରେ ଏହି ଚର୍ଚ୍ଚା ଜୋର ଧରିିଛି ।publive-image

Advertisment

ଆଜି ସୌଭିକ ଓ ରିୟାଙ୍କୁ ନାରକୋଟିକ୍ସ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ସୁଶାନ୍ତଙ୍କ ରୋଷେୟା ଦିପେଶଙ୍କୁ ଗିରଫ କରିଛି ଏନସିିବି ।