କନକ ବ୍ୟୁରୋ: ବଢ଼ିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସର୍ଭିସ ପିରିୟଡ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି । ୬ ମାସ ପର୍ଯ୍ୟନ୍ତ ବଢ଼ିବ ଅବଧି । ଫେବ୍ରୁଆରୀ ୨୮ରେ ସରୁଥିଲା ତାଙ୍କର କାର୍ଯ୍ୟକାଳ ।
ବଢିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ: କାର୍ଯ୍ୟକାଳ ୬ ମାସ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି
/kanak/media/post_attachments/wp-content/uploads/2022/01/37-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)