କନକ ବ୍ୟୁରୋ : କଟକ ବୈଶାଖୀ ମେଳାରେ ୱାଇଲ୍ଡ ଷ୍ଟୋନ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ । ସବୁ ଭେରାଇଟିର ପରଫ୍ୟୁମ୍ ଏହି ଷ୍ଟଲରେ ଉପଲବ୍ଧ ରହିଛି । କଟକରେ ଚାଲିଥିବା ଏହି ମେଳାରେ ବିଭିନ୍ନ ପ୍ରକାରର ଷ୍ଟଲ ପଡ଼ଛି । ଲୋକଙ୍କ ରୁଚି ଅନୁସାରେ ୱାଇଲ୍ଡ ଷ୍ଟୋନ ଷ୍ଟଲରେ ପହଞ୍ଚି ଲୋକମାନେ ସେମାନଙ୍କ ପସନ୍ଦର ପରଫ୍ୟୁମ୍ କିଣୁଛନ୍ତି । ଷ୍ଟଲ ଇନଚାର୍ଜଙ୍କ କହିବା ଅନୁଯାୟୀ ଗ୍ରାହକ ଏହି ପ୍ରଡକ୍ଟ ବ୍ୟବହାର କରି ଭଲ ଫିଡବ୍ୟାକ୍ ଦେଉଛନ୍ତି ।

Advertisment