କନକ ବ୍ୟୁରୋ : ଗଛ ଉପରେ ଭାଲୁ । ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଗାଁ ଲୋକଙ୍କ ମଧ୍ୟରେ କୋକୁଆଭୟ । ଉମରକୋଟ୍ ବ୍ଲକ୍ ବଙ୍ଗୀୟ ଗ୍ରାମ ନାୟକଗୁଡାରେ ଗଛରେ ଚଢିକି ରହିଛି ଭାଲୁଟି । ସକାଳ ହେବା ପରେ ଲୋକ ଏହାକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଲୋକଙ୍କ ଭିଡ ବଢିବା ପରେ ଭାଲୁଟି ସେମିତି ଗଛ ଉପରେ ରହିଯାଇଥିଲା । ଭାଲୁର ଉଦ୍ଧାର ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି ।
ଗଛ ଉପରେ ଭାଲୁ : ଖାଦ୍ୟ ଅନ୍ୱେଷଣରେ ଆସି ଫେରି ପାରିଲାନି ଜଙ୍ଗଲକୁ; ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ ଜାରି
/kanak/media/post_attachments/wp-content/uploads/2022/01/vlcsnap-2022-01-23-12h31m42s548.png)