କାହିଁକି ଏତେ ମହଙ୍ଗା ହୋଇଥାଏ ରୋଲେକ୍ସ ଘଣ୍ଟା ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।

29

ଆଜିକାଲିର ପିଲାମାନେ ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ସବୁଠାରୁ ମହଙ୍ଗା ଘଣ୍ଟାର କଥା ଉଠିଲେ ଲୋକମାନଙ୍କ ମନକୁ ରୋଲେକ୍ସର ନାଁ ଆସିଥାଏ । ଏହି ଘଣ୍ଟାକୁ କେବଳ କୋଟିପତିମାନେ କିଣି ପିନ୍ଧିବାରେ ସକ୍ଷମ ହୋଇଥାନ୍ତି । ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚୟ ଆସିଥିବ କି ରୋଲେକ୍ସର ଘଣ୍ଟା ଏତେ ମହଙ୍ଗା କ’ଣ ପାଇଁ ହୋଇଥାଏ ?

ରୋଲେକ୍ସ ଘଣ୍ଟାକୁ ଅନ୍ୟ ସାଧାରଣ ଘଣ୍ଟାମାନଙ୍କ ଭଳି ତିଆରି କରାଯାଇ ନଥାଏ । ଏହି ଘଣ୍ଟା ତିଆରି କରିବା ପାଇଁ କମ୍ପାନି ଏକ ରିସର୍ଚ୍ଚ ଏବଂ ଡ଼େଭ୍ଲପମେଣ୍ଟ ଲ୍ୟାବ୍ ତିଆରି କରିଛି । ଏହି ଲ୍ୟାବରେ ଘଣ୍ଟା ତିଆରି କରାଯିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆ ଯାଇଥାଏ । ଏହି ଘଣ୍ଟା ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଜିନିଷର ଦାମ୍ ମଧ୍ୟ ଖୁବ୍ ଅଧିକ । ଯେଉଁଥି ପାଇଁ ଏହି ଘଣ୍ଟାର ଦାମ୍ ମଧ୍ୟ ବଜାରରେ ଅଧିକ ରହିଛି । ଏଥିରୁ ମିଳୁଥିବା ସୁବିଧା ଏତେ ଯେ ଜଣେ ମନେ ରଖିବାକୁ ଚାହିଁ ବି ରଖି ପାରିବ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.